ଓଡିଶା

odisha

ETV Bharat / videos

ଶିବ ସ୍ତୁତି ଶୁଣାଇ ପିଏମଙ୍କୁ ରୋମରେ ସ୍ବାଗତ, ଦେଖନ୍ତୁ ଭିଡିଓ... - PM Modi

By

Published : Oct 29, 2021, 5:42 PM IST

ରୋମ: ସଂସ୍କୃତ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଲା ରୋମ। ଇଟାଲୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ଲୋକ ମାଧ୍ୟମରେ ସ୍ବାଗତ କଲେ ରୋମବାସୀ । ରୋମର ପିଆଜା ଗାନ୍ଧୀ ମେମୋରିଆଲରେ ପିଏମ ମୋଦି ପହଞ୍ଚିବା ପରେ ଭାରତୀୟ ବଂଶୋଦ୍ଭବ ମନ୍ତ୍ର ଉଚ୍ଚାରଣ କରି ତାଙ୍କୁ ସ୍ବାଗତ କରିଛନ୍ତି। ଶିବ ତାଣ୍ଡବ ସ୍ତୁତି ସହ ମୋଦି ନାରା ଦେଇ ପିଏମଙ୍କୁ ସ୍ବାଗତ କରିଥିଲେ ପ୍ରଂଶସକ।

ABOUT THE AUTHOR

...view details