ଓଡିଶା

odisha

ETV Bharat / videos

9 ଜୀବନ୍ତ ବୋମା ନଷ୍ଟ କଲେ ଭାରତୀୟ ସେନା - Indian army destroyed 9 live mortar

By

Published : Sep 19, 2019, 3:23 PM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୁଞ୍ଜରେ ଭାରତୀୟ ସେନାକୁ ସଫଳତା । ଜିଲ୍ଲାର ବାଲାକୋଟ ଓ ବସାନୀ ସମେତ ବିଭିନ୍ନ ଅଞ୍ଚଳରୁ 9ଟି ଜୀବନ୍ତ ବୋମା ନଷ୍ଟ କରିବାରେ ସକ୍ଷମ ହୋଇଛନ୍ତି। ଏହାର ଆକାର 120 ମିମି ରହିଛି ।

ABOUT THE AUTHOR

...view details