ଓଡିଶା

odisha

By

Published : Aug 16, 2020, 8:36 PM IST

ETV Bharat / videos

ଛତିଶଗଡରେ ବନ୍ୟା ପରିସ୍ଥିତି, ବଢୁଛି ନଦୀ ଜଳସ୍ଥର

ଛତିଶଗଡର ବସ୍ତରରେ ଗତ 4 ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି । ଫଳରେ ସାଧାରଣ ଜୀବନ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ବିଶେଷକରି ଗ୍ରାମାଞ୍ଚଳରେ ପ୍ରବଳ ବର୍ଷା ହେତୁ ବସ୍ତରର ପ୍ରାଣଦାୟିନୀ ଇନ୍ଦ୍ରାବତୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଗ୍ରାମବାସୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ପୁରୁଣା ବ୍ରିଜରେ ଗ୍ରାମବାସୀଙ୍କ ଯାତାୟାତ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସତର୍କ ସୂଚନା ଜାରି କରିଛି।

ABOUT THE AUTHOR

...view details