ଓଡିଶା

odisha

ETV Bharat / videos

'ଗେଟଓ୍ବେ ଅଫ୍ ଇଣ୍ଡିଆ'ରେ ତାଉ'ତେର ଘୁ ଘୁ ଗର୍ଜନ, ଦେଖନ୍ତୁ ଭିଡିଓ - ଗେଟଓ୍ବେ ଅଫ ଇଣ୍ଡିଆ

By

Published : May 17, 2021, 10:09 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ ତାଉ'ତେ । ଗୋଆରୁ ଗୁଜୁରାଟ ଅଭିମୁଖେ ଯିବା ସମୟରେ ମୁମ୍ବାଇର 'ଗେଟଓ୍ବେ ଅଫ ଇଣ୍ଡିଆ'ରେ ତାଉ'ତେ ତାର କରାଳ ରୂପ ଦେଖାଇଛି । ଗେଟଓ୍ବେ ପରିସର ପୁରା ଜଳ ମଗ୍ନ କରିବା ସହ ନିକଟରେ ଥିବା ଆଖପାଖ ଅଞ୍ଚଳ ଖିନବିନ କରିଦେଇଛି । ତେବେ କେତେ ଭୟଙ୍କର ଏହି ଦୃଶ୍ୟ ଜାଣିବାକୁ ଦେଖନ୍ତୁ ଭିଡିଓ... ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details