ଓଡିଶା

odisha

ETV Bharat / videos

କଟକଣା ସହ ପୂଜା ମଣ୍ଡପରେ ମହାଲକ୍ଷ୍ମୀ... - Puja pendal

By

Published : Oct 21, 2021, 8:29 AM IST

ଚାଲିଛି ପାର୍ବଣ ଋତୁ । ଦେବୀ ଦୁର୍ଗାଙ୍କ ମେଲାଣି ପରେ କୋରୋନା କଟକଣା ସହିତ ରୀତିନୀତି ଚାଲିଛି ମା' ଲକ୍ଷ୍ମୀଙ୍କ ପୂଜା । ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ କୋରୋନା ଗାଇଡଲାଇନ ମାନି ପୂଜା ଅନୁଷ୍ଠିତ ହୋଇଛି । ଦ୍ବିତୀୟ ଦିନରେ ରାଜଧାନୀର ଭିଏସଏସ ନଗରରେ କିପରି ଚାଲିଛି ପୂଜା ଏ ନେଇ ଅଧିକ ସୂଚନା ଦେଉଛନ୍ତି ଭୁବନେଶ୍ବରରୁ ଆମ ପ୍ରତିନିଧି ଦେବସ୍ମିତା ରାଉତ ।

ABOUT THE AUTHOR

...view details