ଓଡିଶା

odisha

ETV Bharat / videos

କୁହୁଡ଼ି ଚାଦରରେ ଶ୍ରୀକ୍ଷେତ୍ର - ପୁରୀ ଶ୍ରୀମନ୍ଦିର

By

Published : Dec 12, 2020, 8:28 AM IST

ପୁରୀ: କୁହୁଡ଼ି ଚାଦରରେ ପୁରୀ ଶ୍ରୀମନ୍ଦିର । ତେବେ ପାଗ ଶୁଖିଲା ରହୁଥିବା ବେଳେ ଭୋରରୁ ପଡ଼ୁଛି ଘନ କୁହୁଡ଼ି । ଆଉ ଏହି କୁହୁଡିଆ ପାଗ ଯୋଗୁଁ ଯାନବାହାନ ଚଳାଚଳ ମଧ୍ୟ ପ୍ରଭାବିତ ହେଉଛି । ଏଭଳି ଘନ କୁହୁଡ଼ି ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରିଛି।

ABOUT THE AUTHOR

...view details