ଓଡିଶା

odisha

ETV Bharat / videos

ଫୁଟାଉଥିଲେ ବାଣ, ବିସ୍ଫୋରଣ ଘଟି ପାଉଁଶ ୬ ବଖରା ଘର - ବାଣରୁ ବିସ୍ଫୋରଣ

By

Published : Nov 5, 2021, 2:25 PM IST

ଶିମଲା: ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲା ଖିହାର ପଞ୍ଚାୟତ ଦରୋବଡି ଗାଁରେ ଅଘଟଣ । ବିଳମ୍ବିତ ରାତିରେ ବାଣରୁ ଗୋଟିଏ ଘରେ ଘରେ ନିଆଁ ଲାଗିଛି। ଅଗ୍ନିକାଣ୍ଡରେ ୬ ବଖରା ଘର ପୋଡିଜଳି ପାଉଁଶ ହୋଇଛି । ଏ ପର୍ଯ୍ୟନ୍ତ ମୃତାହତଙ୍କ କୌଣସି ସୂଚନା ନାହିଁ । କେତେ ଜଣ ନିଖୋଜ ଥିବା କୁହାଯାଉଛି । ଦୁର୍ଘଟଣା ନ ଘଟିବା ପାଇଁ ସାବଧାନତାର ସହିତ ଦୀପାବଳି ପାଳିବାକୁ ପ୍ରଶାସନ ପରାମର୍ଶ ଦେଇଥିବାବେଳେ ସାମାନ୍ୟ ଅବହେଳା ପାଇଁ ଏପରି ଅଘଟଣ ଘଟିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details