ଓଡିଶା

odisha

ETV Bharat / videos

ରାଜସ୍ଥାନରେ ମହରମ ପର୍ବର କିଛି ଝଲକ... - MUHARRAM UPDATE

By

Published : Sep 10, 2019, 1:17 PM IST

ଜୟପୁର: ମହରମକୁ ନେଇ ଚଳଚଞ୍ଚଳ ସମଗ୍ର ରାଜ୍ୟ । ସେପ୍ଟେମ୍ବର 1କୁ ବର୍ଷର ପ୍ରଥମ ବା ନୂତନ ବର୍ଷ ଭାବେ ପାଳନ କରାଯାଉଥିବା ବେଳ ପୂର୍ବ ପୁରୁଷଙ୍କ ଉର୍ଦ୍ଦେଶ୍ୟରେ ମାସର 10 ତାରିଖରେ ମହରମ ପାଳନ କରାଯାଏ । ଦେଖନ୍ତୁ ଏହି ଦୃଶ୍ୟ କିଭଳି ରାଜସ୍ଥାନରେ ପାଳନ କରାଯାଉଛି ମହରମ ପର୍ବ....

ABOUT THE AUTHOR

...view details