ଓଡିଶା

odisha

ETV Bharat / videos

‘ଇଟିଭି ଭାରତ’ ମହାପ୍ରଭାବ: ଦୁଇ ଶିଶୁଙ୍କ କରୁଣ କାହାଣୀ ଶୁଣିଲା ପ୍ରଶାସନ

By

Published : May 15, 2019, 12:50 PM IST

ନୂଆପଡା: ଖାଲି ଦୁର୍ଗମ ନୁହେଁ, ମାଓ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ମାନ୍ଦଳପଖାନ ଗାଁ । ବଣ ପାହାଡକୁ ଛଡିଦେଲେ ଗ୍ରାମବାସୀଙ୍କ ସମ୍ପତ୍ତି କହିଲେ କିଛି ନାହିଁ । କିଛି ଦିନ ତଳେ ଏଠାରେ ବାପା ମା’ ଛେଉଣ୍ଡ ଦୁଇ ଭଉଣୀ କୁର(4) ଓ ପରମି(3) ବେସାହାରା ହୋଇ ଘୂରି ବୁଲୁଥିବା ଦୃଶ୍ୟ ‘ଇଟିଭି ଭାରତ’ରେ ପ୍ରସାରିତ ହୋଇଥିଲା । ଯାହାକୁ ଦେଖି ଏହି ଦୁଇ କୋମଳ ଶିଶୁଙ୍କ ଡାକ ଶୁଣି ସେମାନଙ୍କ ପାଖରେ ପହଞ୍ଚିଛି ଜିଲ୍ଲା ପ୍ରଶାସନ । ‘ଇଟିଭି ଭାରତ’ର ମହାପ୍ରଭାବରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚିଥିଲେ ଜିଲ୍ଲା ଶିଶୁ ଅଧିକାରୀ । ତେବେ ପ୍ରଶାସନ ପହଞ୍ଚିବା ପରେ କ’ଣ ରହିଥିଲା ସେଠାକାର ଦୃଶ୍ୟ ଦେଖନ୍ତୁ:

ABOUT THE AUTHOR

...view details