ଓଡିଶା

odisha

ETV Bharat / videos

Digital Dialogue: ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ରାଜ୍ୟ ସରକାର, ଲଢେଇ ଜାରି ରଖିବ କଂଗ୍ରେସ - ଡିଜିଟାଲ ଡାଇଲଗରେ ରାଜ୍ୟ କଂଗ୍ରେସ ମୁଖପାତ୍ର

By

Published : Dec 12, 2021, 6:12 PM IST

Updated : Dec 12, 2021, 8:48 PM IST

ଭୁବନେଶ୍ବର: କଂଗ୍ରେସ ଭୋଟ ପାଇଁ ଆନ୍ଦୋଳନ ବା ପ୍ରତିବାଦ କରେନାହିଁ। ଜନସ୍ବାର୍ଥ ପାଇଁ କରେ। ପ୍ରତିବାଦ ହେଉଛି ଏକ ଗଣତାନ୍ତ୍ରିକ ଅଧିକାର। ପ୍ରଥମେ କୃଷି ଆନ୍ଦୋଳନରେ ସାମିଲ ହୋଇ କଂଗ୍ରେସ ପ୍ରତିବାଦ କରିଥିଲା। ସେତେବେଳେ କେହି ଚିନ୍ତା କରିନଥିଲେ କୃଷି ଆଇନ ପ୍ରତ୍ୟାହାର ହେବ। ଆଜି କଂଗ୍ରେସ ମମିତା ମେହେର ହତ୍ୟା ଘଟଣାରେ ନ୍ୟାୟ ପାଇଁ ଆନ୍ଦୋଳନ କରୁଛି। ବିଧାନସଭା 17 କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେବା। ମମିତା ହତ୍ୟା ଘଟଣାରେ ଅନ୍ଦୋଳନରତ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସ ଗୋଡେଇ ଗୋଡେଇ ପିଟିବା ଘଟଣା ସହ ସାଂପ୍ରତିକ ରାଜ୍ୟ ରାଜନୈତିକ ପରିସ୍ଥିତି ନେଇ ଇଟିଭି ଭାରତ ଡିଜିଟାଲ ଡାଇଲଗରେ ଆଲୋଚନା କରିଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ମନୋଜ କୁମାର ମହାପାତ୍ର। ସାକ୍ଷାତକାର: ରୁଦ୍ର ନାରାୟଣ ଦାଶ (ବ୍ୟୁରୋ ଚିଫ୍, ଭୁବନେଶ୍ବର) ଇଟିଭି ଭାରତ
Last Updated : Dec 12, 2021, 8:48 PM IST

For All Latest Updates

ABOUT THE AUTHOR

...view details