ଓଡିଶା

odisha

କୋରୋନା କଟକଣାକୁ ଫୁ: ବାଙ୍କେ ବିହାରୀ ମନ୍ଦିରରେ ପ୍ରବଳ ଭିଡ

By

Published : Mar 29, 2021, 3:05 PM IST

ଲକ୍ଷ୍ନୌ: କୋରୋନା କଟକଣାକୁ ଫୁ । ଉତ୍ତରପ୍ରଦେଶର ବୃନ୍ଦାବନର ବାଙ୍କେ ବିହାରୀ ମନ୍ଦିରରେ ହୋଲି ଖେଳିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଏତେ ଭିଡ ହୋଇଛି ଯେ ସୋରିଷ ପକାଇବାକୁ ଜାଗା ନାହିଁ । ବହୁତ ସଂଖ୍ୟାରେ ଲୋକ ଜମା ହେବା ସହିତ ରଙ୍ଗ ଖେଳିଛନ୍ତି ।

ABOUT THE AUTHOR

...view details