ଓଡିଶା

odisha

ETV Bharat / videos

କିଷାନ ମୋର୍ଚ୍ଚାର ରେଳରୋକ ଆହ୍ବାନକୁ ସମର୍ଥନ ଜଣାଇ ବ୍ରହ୍ମପୁରରେ ପ୍ରତିବାଦ - berhampur latest news

By

Published : Oct 18, 2021, 10:58 PM IST

ବ୍ରହ୍ମପୁର: କିଷାନ ମୋର୍ଚ୍ଚାର ରେଳରୋକ ଆହ୍ବାନକୁ ସମର୍ଥନ ଜଣାଇ ବ୍ରହ୍ମପୁରରେ ପ୍ରତିବାଦ । ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନ କ୍ରମେ ସ୍ଥାନୀୟ ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ବିଭିନ୍ନ ବାମପନ୍ଥୀ ଗଣ ସଂଗଠନ ତରଫରୁ ଛଅ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ରେଳରୋକ ଆନ୍ଦୋଳନକୁ ସମର୍ଥନ ଜଣାଇ ବିକ୍ଷୋଭ କରାଯାଇଥିଲା l ଏହି ଅବସରରେ ଉତ୍ତରପ୍ରଦେଶରେ ଘଟିଯାଇଥିବା ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଦ୍ବାରା କୃଷକମାନଙ୍କ ଉପରେ ଗାଡି ଚଢ଼ାଇ ଗଣହତ୍ୟା କରାଗଲା ତାକୁ ଏହି ଅବସରରେ ନିନ୍ଦା କରାଯିବା ସହ ଦୋଷୀ ମାନଙ୍କୁ କୋଠର ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ କର୍ପୋରେଟ ତିନି କଳା କୃଷି ଆଇନ ରଦ୍ଦ କରିବାକୁ ଦାବି କରାଯାଇଛି l ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details