ଓଡିଶା

odisha

ETV Bharat / videos

ଉପକୂଳରେ କେମିତି ଥିଲା ‘ୟସ’ର ପ୍ରଭାବ, ଦେଖନ୍ତୁ ଭିଡିଓ... - ବାତ୍ୟା ୟସର କିପରି ଥିଲା ପ୍ରଭାବ

By

Published : May 26, 2021, 2:43 PM IST

ଭୁବନେଶ୍ବର: ସ୍ଥଳଭାଗ ଛୁଇଁଲା ବାତ୍ୟା ‘ୟସ୍’ । ଦିନ 1ଟାରେ ସରିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ସକାଳ 10ଟା 30ରୁ 11ଟା 30 ମଧ୍ୟରେ ଉପକୂଳ ଅତିକ୍ରମ କରିଛି । ସେତେବେଳେ ପବନର ବେଗ 130-150କିମି ପ୍ରତି ଘଣ୍ଟା ରହିଥିଲା । ଆଗାମୀ 3 ଘଣ୍ଟାରେ ଦୁର୍ବଳ ହେବ ‘ୟସ୍’ । ଦିନ 3ଟା ପରେ ମୟୂରଭଞ୍ଜରେ ପହଞ୍ଚିବ ବାତ୍ୟା । ତେବେ 12 ଘଣ୍ଟା ଯାଏଁ ଜାରି ରହିବ ବର୍ଷା । କାଲି ସକାଳେ ଡିପ୍ ଡିପ୍ରେସନ ରୂପ ନେଇ ଝାଡଖଣ୍ଡ ଯିବ ବାତ୍ୟା । ସାମୁଦ୍ରିକ ଜୁଆର କମିଛି । ଅଧିକରୁ ଅଧିକ 2 ଫୁଟ୍ ଜୁଆର ବଢିବାର ରହିଛି ସମ୍ଭାବନା ।

ABOUT THE AUTHOR

...view details