ଓଡିଶା

odisha

ଟ୍ରମ୍ପଙ୍କ ସ୍ବାଗତ ପାଇଁ ନୃତ୍ୟଶିଳ୍ପୀ ପ୍ରସ୍ତୁତ

By

Published : Feb 24, 2020, 10:06 AM IST

ଆଜିଠାରୁ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କର ଭବ୍ୟ ସ୍ବାଗତ ପାଇଁ ଅହମଦାବାଦରେ 'ନମସ୍ତେ ଟ୍ରମ୍ପ' କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କିଛି ସମୟ ମଧ୍ୟରେ ସେ ଅହମଦାବାର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରେ ଧୁମଧାମର ସହ ତାଙ୍କର ସ୍ବାଗତ କରାଯିବ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ବାରା ଟ୍ରମ୍ପଙ୍କୁ ସ୍ବାଗତ କରାଯିବ । ଟ୍ରମ୍ପଙ୍କ ସ୍ବାଗତ ପାଇଁ ସମସ୍ତ ରାଜ୍ୟର ପାରମ୍ପରିକ ନୃତ୍ୟ ପରିବେଶଣ ହେବ । ଏନେଇ ବିମାନବନ୍ଦର ବାହାରେ ପ୍ରସ୍ତୁତ ହେଉଛନ୍ତି ନୃତ୍ୟଶିଳ୍ପୀମାନେ ।

ABOUT THE AUTHOR

...view details