ଓଡିଶା

odisha

ETV Bharat / videos

ରାଜ୍ୟରେ କମୁଛି ସଂକ୍ରମଣ, ସଚେତନ ରହିବା ପାଇଁ ସ୍ବାସ୍ଥ୍ୟ ବିଭାଗର ଅପିଲ - ରାଜ୍ୟ ସରକାରଙ୍କ କୋଭିଡ ସାମ୍ବାଦିକ ସମ୍ମିଳନୀ

By

Published : Jan 25, 2022, 5:27 PM IST

ଭୁବନେଶ୍ବର: କୋରୋନାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସଚେତନତା ସମ୍ବାଦିକ ସମ୍ମିଳନୀ। ସଚେତନ ରହିବା ପାଇଁ ସ୍ବାସ୍ଥ୍ୟ ବିଭାଗର ଅପିଲ। ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ। ତୃତୀୟ ଲହରରେ ଅଧିକ ବୟସ୍କ ସଂକ୍ରମିତ। ତେବେ ଲୋକଙ୍କୁ ସଚେତନ ସହ ସମସ୍ତ ପ୍ରତିଷେଧକ ବ୍ୟବସ୍ଥାକୁ ମାନିବା ପାଇଁ ଅପିଲ କରିଛନ୍ତି । ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details