ଓଡିଶା

odisha

New Year 2022: ନବବର୍ଷ ପାଳିଲେ BSF ଯବାନ, ନାଚିଲେ ଗାଇଲେ ମିଠା ବାଣ୍ଟିଲେ

By

Published : Dec 31, 2021, 9:44 PM IST

ଶ୍ରୀନଗର: ନବବର୍ଷ ପୂର୍ବ ସଂନ୍ଧ୍ୟାରେ ବିଏସଏଫ ଯବାନଙ୍କ ଶିବିରରେ ଉତ୍ସବର ମାହୋଲ । ଜମ୍ମୁକାଶ୍ମୀରର ପୁଞ୍ଚ ସେକ୍ଟରରେ ସୀମା ସୁରକ୍ଷା ବଳ (BSF)ର ଯବାନ ମାନେ ନବବର୍ଷ ୨୦୨୨କୁ ସ୍ବାଗତ କରିଛନ୍ତି। ନାଚ ଗୀତ ସହ ପରସ୍ପରକୁ ମିଠା ବଣ୍ଟନ କରିବା ସହ ନୂଆ ବର୍ଷକୁ ସ୍ବାଗତ ଜଣାଇଛନ୍ତି । @ANI

ABOUT THE AUTHOR

...view details