ଓଡିଶା

odisha

ETV Bharat / videos

ସମ୍ବଲପୁରରେ କୋରୋନା ଯୋଦ୍ଧାଙ୍କ ପାଇଁ ‘ବନ୍ଦେ ଉତ୍କଳ ଜନନୀ’ ଗାନ

By

Published : May 30, 2020, 8:04 PM IST

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲରେ କରୋନା ଯୋଦ୍ଧାଙ୍କ ସମ୍ନାନ ପାଇଁ ତଥା ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଆଜି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି । ସମ୍ବଲପୁର କଚେରୀ ଛକ ନିକଟସ୍ଥ ମହାନଦୀ ଦ୍ଵିତୀୟ ସେତୁ ଠାରେ ଆଜି ଜିଲ୍ଲା ମୁଖ୍ୟ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି । ଏହି ଅବସରରେ ସମ୍ବଲପୁର ଉତ୍ତରାଞ୍ଚଳ ଆରଡ଼ିସି ନିରଞ୍ଚନ ସାହୁ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ କୋରୋନା ଯୋଦ୍ଧାଙ୍କ ମନୋବଳ ପ୍ରଦାନ କରିବ । ସମ୍ବଲପୁରରୁ ବାଦଶାହା ଯୁଷ୍ନନ ରାଣା, ଇଟିଭି ଭାରତ

ABOUT THE AUTHOR

...view details