ଓଡିଶା

odisha

ETV Bharat / videos

ଭାରତର ପ୍ରଥମ ସୋଲାର କିଚେନ ଭିଲେଜ, ଜାଣନ୍ତୁ କେଉଁଠି ? - IRENA

By

Published : Jun 7, 2019, 5:31 PM IST

ଭୋପାଳ : ସୋଲାର ଲାଇଟରେ ଚାଲୁଛି ରୋଷେଇ ଘର । ଭାରତର ପ୍ରଥମ ସୋଲାର କିଚେନ ଭିଲେଜ ହେଉଛି ମଧ୍ୟପ୍ରଦେଶ ଭୋପାଳର ବଞ୍ଚା । ଗାଁରେ ଥିବା ପ୍ରାୟ 74 ଟି ଘରେ ସୋଲାର ପାୱାର ବ୍ୟବାହାର କରାଯାଇ ହେଉଛି ରୋଷେଇ । ସକାଳ ଜଳଖିଆ ଠାରୁ ରାତ୍ରି ଭୋଜନ ପର୍ଯ୍ୟନ୍ତୁ ସବୁ ଏହି ସୋଲର ଷ୍ଟୋଭରେ ବନାଯାଉଛି ।

ABOUT THE AUTHOR

...view details