ଟରନେଡୋରେ ଥରିଲା ବିଶାଖା ବେଳାଭୂମି, ଦେଖନ୍ତୁ ଭିଡିଓ - A TORNADO IN VISAKHA SEA CREATED BUZZ
🎬 Watch Now: Feature Video
ଅମରାବତୀ: ଆନ୍ଧ୍ରପ୍ରଦେଶ ବିଶାଖା ବେଳାଭୂମିରେ ଟରନେଡୋର କମ୍ପନ ଦେଖିବାକୁ ମିଳିଛି । ରବିବାର ଅପରାହ୍ନରେ ନାଭାଲ୍ କୋଷ୍ଟାଲ୍ ବ୍ୟାଟେରୀର ବିପରୀତ ଦିଗରେ ଏହା ଦେଖିବାକୁ ମିଳିଛି । ତେବେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଲୋକେ ଏହାକୁ ଉପଭୋଗ କରିଛନ୍ତି ।
TAGGED:
ବିଶାଖା ବେଳାଭୂମିରେ ଟରନେଡୋ