ଓଡିଶା

odisha

ETV Bharat / videos

ଅଲୋଡା ମା, 18 ବର୍ଷ ହେବ କାଟୁଛି ଅଘୋଷିତ ବନବାସ - school pendal

🎬 Watch Now: Feature Video

By

Published : Jun 1, 2019, 5:37 PM IST

ବାଲେଶ୍ବର: ଆକାଶ ପରି ବ୍ୟାପକ ଆଉ ମାଟି ଠୁ ଅଧିକ ନିବିଡ ସମ୍ପର୍କ ଥାଏ ମା' ଶଦ୍ଦରେ । ଏହି ଶଦ୍ଦକୁ ନା ବୁଝି ହୁଏ ନା ବୁଝାଇ ହୁଏ । ପିଲାଙ୍କ ପାଇଁ ଏହି ଶଦ୍ଦ ମମତା ଠାରୁ ବଳି ଆଉ କିଛି ନୁହେଁ । ଯିଏ ସବୁ ଦୁଃଖ ପିଇ ନିଜ ସନ୍ତାନକୁ ସୁଖ ସାଗରରେ ପୋତି ଦିଏ ସେ ହେଉଛି ମା' । କିନ୍ତୁ ଆଜି ସେହି ମା' ନିଜ ପିଲାଙ୍କ ପାଇଁ ସାଜିଛି ବୋଝ ।

ABOUT THE AUTHOR

...view details