ଓଡିଶା

odisha

ETV Bharat / videos

ଫରେଷ୍ଟରଙ୍କ ଗାଡ଼ି ଆଡ଼କୁ ଧାଇଁ ଆସିଲା ଦନ୍ତା, ଜୀବନ ବଞ୍ଚାଇଲେ ଅଧିକାରୀ - ତାମିଲନାଡ଼ୁରେ ଫରେଷ୍ଟରଙ୍କୁ ହାତୀ ଆକ୍ରମଣ

By

Published : Mar 16, 2022, 9:35 PM IST

Updated : Feb 3, 2023, 8:20 PM IST

ବେଙ୍ଗାଲୁରୁ: ଫରେଷ୍ଟରଙ୍କ ଉପରକୁ ଅତର୍କିତ ଆକ୍ରମଣ କଲା ଦନ୍ତା । ଜୀବନ ବିକଳରେ କୌଣସି ମତେ ଦନ୍ତା କବଳରୁ ରକ୍ଷା ପାଇ ଯାଇଛନ୍ତି ବନପାଳ(Forester) । ତାମିଲନାଡୁ଼ର ଆନ୍ନାଇମାଲାଇ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି । ବନ ବିଭାଗ ଆଣ୍ଟି ହଣ୍ଟିଂ ଗାର୍ଡମାନେ(Anti-hunting guards) ପାଟ୍ରୋଲିଂ ବେଳେ ଏକ ଦନ୍ତାକୁ କଦଳୀକାନ୍ଦି ଖାଇବାକୁ ଦେବାକୁ ଚେଷ୍ଟା କରିଥିଲେ । ତେବେ ଏହି ସମୟରେ ହାତୀଟି ଅସୁରକ୍ଷିତ ମନେ କରି ଫରେଷ୍ଟରଙ୍କ ଗାଡ଼ି ଆଡ଼କୁ ମାଡ଼ି ଆସିଥିଲା । ଦୀର୍ଘ ସମୟ ପିଛା କରିବା ପରେ ଶେଷରେ ହାତୀଟି ଫେରି ଯାଇଥିଲେ । ଶେଷରେ ସୁରକ୍ଷିତ ଭାବରେ ଦନ୍ତାଠାରୁ ଉଦ୍ଧାର ପାଇଥିଲେ ଫରେଷ୍ଟର । ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ
Last Updated : Feb 3, 2023, 8:20 PM IST

For All Latest Updates

TAGGED:

ABOUT THE AUTHOR

...view details