ଓଡିଶା

odisha

ETV Bharat / videos

ପିଲାଙ୍କର ପନିପରିବା ପ୍ରତି ରୁଚି ବଢାଇବାକୁ ପ୍ରସ୍ତୁତ କରନ୍ତୁ ‘ପଟାଟୋ ଲଲିପପ୍’ - recipes in odia allu lollipops

By

Published : Jul 30, 2020, 1:10 PM IST

ଦେଶବ୍ୟାପୀ ଲକଡାଉନ୍ କାରଣରୁ ଘରୋଇ ଖାଦ୍ୟର ଏବେ ଚାହିଦା ଅଧିକ । ଆପଣଙ୍କ ଶିଶୁକୁ ପନିପରିବା ଖାଇବା ପାଇଁ ଆଗ୍ରହ ବଢାଇବାକୁ ଏକ ସହଜ ରେସିପି ହେଉଛି ପଟାଟୋ ଲଲିପପ୍। ସିଝା ଆଳୁ ଓ ଗାଜରକୁ ମସଲା କରି ରୁଟି ସହିତ ମିଶାନ୍ତୁ । ଆଉ ତାପରେ ଚାଟ୍ ମସାଲା ଦେଇ ଶିଶୁଙ୍କୁ ଖାଇବାକୁ ଦିଅନ୍ତୁ। ଦେଖନ୍ତୁ ପ୍ରସ୍ତୁତ ପ୍ରଣାଳୀ...

ABOUT THE AUTHOR

...view details