ଗ୍ରୀଷ୍ମର ଜ୍ବଳାକୁ ଅଟକାନ୍ତୁ, ପାଇନାପୁଲ ସ୍ମୁଦି ପିଅନ୍ତୁ - ପାଇନାଅପଲ୍ ସ୍ମୁଦି
ଯଦି ଆପଣ ଟିକେ ପୁରୁଣାକାଳିଆ ପାନୀୟରୁ ମୁକ୍ତି ଚାହୁଁଛନ୍ତି ତେବେ ସପୁରୀ ରସ ଆପଣଙ୍କୁ ଏକ ନୂଆ ଅନୁଭୂତି ଦେବ । କମଳା ଓ ସପୁରୀର ମିଶ୍ରଣରେ ପ୍ରସ୍ତୁତ ପାଇନାପୁଲ୍ ସ୍ମୁଦି । ଆମେ କ୍ଷୀର ବଦଳରେ ଦହି ବ୍ୟବହାର କରିଛୁ ତେଣୁ ଲାକ୍ଟୋଜର ସମସ୍ୟା ଭୋଗୁଥିବା ବ୍ୟକିଙ୍କୁ ଏହା ଆଶ୍ବସ୍ତି ଦେବ । ଯଦି ଆପଣ ଚାହାଁନ୍ତି ତେବେ ଆପଣଙ୍କ ପସନ୍ଦ ଫଳ ନେଇ ଏହାକୁ ପ୍ରସ୍ତୁତ କରିପାରିବେ।