ଓଡିଶା

odisha

ETV Bharat / videos

ଘରେ ପ୍ରସ୍ତୁତ କରନ୍ତୁ ସ୍ବାଦିଷ୍ଟ ଜିଲାପି, ମନେପକାନ୍ତୁ ପିଲାଦିନର ସ୍ମୃତି - କେମିତି ପ୍ରସ୍ତୁତ କରିବେ ଜଲେବି

By

Published : Jul 29, 2020, 2:43 PM IST

Updated : Jul 29, 2020, 4:40 PM IST

ଜିଲାପି: ଲକଡାଉନରେ ଆପଣ ମିଠା ଖାଇବାକୁ ମନ କରୁଥିଲେ କମ ଖର୍ଚ୍ଚରେ ଘରେ ବସି ଫଟାଫଟ୍‌ ପ୍ରସ୍ତୁତ କରନ୍ତୁ ସୁଆଦିଆ ଜିଲାପି । ଯଦି ଆପଣ 80-90 ଦଶକର ପିଲା ହୋଇଥିବେ, ତେବେ ଜିଲାପି ତିଆରି କରୁକରୁ ଆପଣ ନିଜ ପିଲାଦିନର ସେହି ମିଠାମିଠା ସ୍ମୃତିକୁ ସାଉଁଟିବାରେ ଲାଗିପଡିବେ । କାହିଁକି ନା ସେତବେଳେ ମିଠା ଦୁନିଆରେ ମାର୍କେଟ ନେଇଥିଲା ଆମ ପ୍ରିୟ ଜିଲାପି । ତେବେ ଆଉ ବିଳମ୍ବ କାହିଁକି, ଘରେ ଜିଲାପି ପ୍ରସ୍ତୁତ କରନ୍ତୁ ଆଉ ନିଜର ପ୍ରିୟଜନଙ୍କ ସହ ଲକଡାଉନ ମୁମେଣ୍ଟ କରିବାରେ ଲାଗିପଡନ୍ତୁ ।
Last Updated : Jul 29, 2020, 4:40 PM IST

ABOUT THE AUTHOR

...view details