ଓଡିଶା

odisha

ETV Bharat / videos

ଘରେ ବନାନ୍ତୁ ‘ହରା ଭରା କବାବ୍’ - popular vegetarian recipes

By

Published : Jul 30, 2020, 2:58 PM IST

କବାବ ଶବ୍ଦ ଶୁଣିବା ମାତ୍ରକେ ଆପଣଙ୍କ ମନରେ ମସଲାଯୁକ୍ତ ଚିକେନ କଥା ମନେ ପଡି ଯାଉଥିବ ନିଶ୍ଚିତ। ଅଳ୍ପ ରନ୍ଧା ହୋଇଥିବା କିମ୍ବା ଗ୍ରିଲ୍ ଓ ଅଳ୍ପ ମସଲାଯୁକ୍ତ କୋମଳ ମାଂସର ସ୍ବାଦ ପ୍ରକାଶ କରିବା ଅସମ୍ଭବ । ଭାରତରେ କବାବର ଲୋକପ୍ରିୟତା ମାଂସାହାରୀଙ୍କ ମଧ୍ୟରେ ଅଧିକ ରହିଛି । ଲକଡାଉନରେ ଘରେ ବସି ପ୍ରସ୍ତୁତ କରନ୍ତୁ କବାବ।

ABOUT THE AUTHOR

...view details