ଘରେ ବନାନ୍ତୁ ଷ୍ଟ୍ରିଟ୍ ଫୁଡ୍, ନିଅନ୍ତୁ ‘କଚାଲୁ ଚାଟ୍’ର ମଜା - ଲକ ଡାଉନ ରେସିପି
ସହକର୍ମୀ, ବନ୍ଧୁ ଓ ପରିବାର ସହିତ ରାସ୍ତାକଡରେ ଚାଟ୍ ଖିଆ ମଜା ନେବା ସମସ୍ତଙ୍କର ମନେ ପଡୁଥିବ ନିଶ୍ଚୟ। ସ୍ବାଭାବିକ ଭାବରେ ସାମାଜିକ ଦୂରତା ସହିତ, ସମସ୍ତ କାର୍ଯ୍ୟକଳାପ ପାଇଁ ଆପଣଙ୍କ ଗୋଟିଏ ହିଁ ସ୍ଥାନ ହେଲା ଘର । ସନ୍ଧ୍ୟାରେ ଘରେ ଚାଟ୍ ପ୍ରସ୍ତୁତ କରନ୍ତୁ, ପରିବାର ସହ ଉପଭୋଗ କରନ୍ତୁ । ଚାଟ୍ ଦିଲ୍ଲୀର ଏକ ଲୋକପ୍ରିୟ ଖାଦ୍ୟ । ଏହି ଚାଟ ସହ ଟିକେ ଖଟା, ମିଠା ଓ ଚଟନିର ମଜା ନିଆରା ।