ଓଡିଶା

odisha

ETV Bharat / videos

ଡାଏଟରେ ଅଛନ୍ତି କି ? ଘରେ ବନାନ୍ତୁ ଦମଦାର ଖଟାମିଠା ‘ଦହିବରା’

By

Published : Jul 30, 2020, 2:10 PM IST

ଯଦି ଆପଣଙ୍କ ଡାଏଟକୁ ବାଲନ୍ସ କରିବାକୁ ଚାହୁଁଛନ୍ତି, ଆଉ ବାହାରେ ଖାଇବାକୁ ଚାହୁଁନାହାଁନ୍ତି ତେବେ ଦହିବରା ଏକ ଉପଯୁକ୍ତ ଖାଦ୍ୟ। ଦହି ସହ ବରାର ମିଶ୍ରଣ ହେଲେ ତାହା ଦହିବରା । ଏଥିରେ ଟିକେ ମସଲା ଗୁଣ୍ଡ ଓ ଚଟନୀ ଏହାକୁ ଆହୁରି ସ୍ବାଦିଷ୍ଟ କରିଦିଏ। ଭାରତର ପ୍ରତ୍ୟେକ ରାଜ୍ୟରେ ଆପଣ ଏହି ଦହିବରା ଖାଇବାର ସୁଯୋଗ ପାଇବେ। ଆଉ ଯଦି ଆପଣ ଓଡିଶାର ହୋଇଥିବେ ଦହିବରା କଥା ଉଠିଲେ କଟକ ସହର କଥା ମନକୁ ଆସିବାଟା ସ୍ବାଭାବିକ। କଟକ ଦହିବରାର ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ଖ୍ୟାତି ରହିଛି । ଦେଖନ୍ତୁ କେମିତି ପ୍ରସ୍ତୁତ ହୁଏ ଏହି ଦହିବରା ?

ABOUT THE AUTHOR

...view details