ଓଡିଶା

odisha

ETV Bharat / videos

ଘରେ ବନାନ୍ତୁ ପେସରାଟ୍ଟୁ, ଆଉ ପରସି ଦିଅନ୍ତୁ - ପେସରତ୍ତୁ ଆଇଟମ

By

Published : Jun 23, 2022, 7:09 AM IST

Updated : Feb 3, 2023, 8:24 PM IST

ହାଇଦ୍ରାବାଦ: ସମସ୍ତେ ନିଜ ନିଜ ଘରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବାକୁ ପସନ୍ଦ କରନ୍ତି । ବିଶେଷ କରି ଭଲ ଭଲ ଦିନ ଆସିଲେ ନୂଆ ନୂଆ ଆଇଟମ କରି ଘର ଲୋକଙ୍କୁ ଖୁଆଇବାକୁ ଅନେକ ଭଲ ପାଆନ୍ତି । ତେବେ ଆପଣ ବି ଚାହିଁଲେ ଖୁବ ସହଜରେ ତିଆରି କରିପାରିବେ ଚଟ୍‌ପଟ ଖାଇବା । ଏଭଳି ଏକ ସହଜ ରେସିପି ହେଉଛି ପେସରାଟ୍ଟୁ (Pesarattu) । ତେବେ କିପରି ପ୍ରସ୍ତୁତ କରିବେ ଏହି ଆଇଟମ ଜାଣିବା ପାଇଁ ଦେଖନ୍ତୁ ଆମର ଏହି ଭିଡିଓ ।
Last Updated : Feb 3, 2023, 8:24 PM IST

ABOUT THE AUTHOR

...view details