ପାଳଙ୍ଗ ପୁରୀ, ଶିଖନ୍ତୁ ପ୍ରସ୍ତୁତି ପ୍ରଣାଳୀ - ପାଳଙ୍ଗ ପୁରୀ ରେସିପି
ହାଇଦ୍ରାବାଦ: ବର୍ଷା ଦିନେ ସମସ୍ତେ ଟେଷ୍ଟି ଟେଷ୍ଟି ଆଇଟମ ଖାଇବାକୁ ମନ ବଳାନ୍ତି । ଯଦି ଆପଣ ମଧ୍ୟ ସେମିତି କିଛି ଖାଦ୍ୟ ଖାଇବାକୁ ଚାହାଁନ୍ତି, ତେବେ ଘରେ ଅତି ସହଜରେ ବନାନ୍ତୁ ପାଳଙ୍ଗ ପୁରୀ । କିପରି ଏହାକୁ ତିଆରି କରିବେ ଏବଂ ଏଥିପାଇଁ କ'ଣ କ'ଣ ସାମଗ୍ରୀ ଦରକାର, ତାହା ଜାଣିବା ପାଇଁ ଦେଖନ୍ତୁ ପାଳଙ୍ଗ ପୁରୀ ପ୍ରସ୍ତୁତି ଭିଡିଓ । ଏହାକୁ ଘରେ ବନାନ୍ତୁ ଏବଂ ଆଚାର ସହ ଗରମ ଗରମ ନିଜ ପରିବାର ଲୋକଙ୍କୁ ପରଷି ଦିଅନ୍ତୁ ।
Last Updated : Feb 3, 2023, 8:26 PM IST