ଓଡିଶା

odisha

ETV Bharat / videos

Chicken club Sandwich: ଶିଖନ୍ତୁ ଆଉ ବନାନ୍ତୁ - ଚିକେନ କ୍ଲବ ସାଣ୍ଡୱିଚ

By

Published : Jul 25, 2022, 8:33 AM IST

Updated : Feb 3, 2023, 8:25 PM IST

ହାଇଦ୍ରାବାଦ: ପାଉଁରୁଟିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥିବା । ବ୍ରେଡ ଜାମ, ସାଣ୍ଡୱିଚ ପରି ଭଳିକି ଭଳି ଆଇଟମ ଘରେ ତିଆରି ହୋଇଥାଏ । କେବେ ଚିକେନ କ୍ଲବ ସାଣ୍ଡୱିଚ ଖାଇଛନ୍ତି କି । ତେବେ କିପରି କରିବେ ଚଟପଟା ଚିକେନ କ୍ଲବ ସାଣ୍ଡୱିଚ ଜାଣିବା ଦେଖନ୍ତୁ ପ୍ରସ୍ତୁତି ପ୍ରଣାଳୀ । ଶିଖନ୍ତୁ ଆଉ ଘରେ ବନାନ୍ତୁ ସୁଆଦିଆ ଚିକେନ କ୍ଲବ ସାଣ୍ଡୱିଚ ।
Last Updated : Feb 3, 2023, 8:25 PM IST

ABOUT THE AUTHOR

...view details