ଓଡିଶା

odisha

ETV Bharat / videos

Carrot Capsicum Cheese Toast: ଶିଖନ୍ତୁ ଆଉ ବନାନ୍ତୁ - କ୍ୟାରଟ କ୍ୟାପସିକମ ଚିଜ ଟୋଷ୍ଟ

By

Published : Jul 14, 2022, 8:02 AM IST

Updated : Feb 3, 2023, 8:24 PM IST

ହାଇଦ୍ରାବାଦ: କର୍ମଜୀବୀ ମାନଙ୍କୁ ଖାଇବା ବନାଇବାକୁ ଯଥେଷ୍ଟ ସମୟ ମିଳେ ନାହିଁ । କମ ସମୟରେ କିଛି ବ୍ରେକଫାଷ୍ଟ ବନାଇବାକୁ ଚାହୁଛନ୍ତି କି ? ତେବେ ସେମିତି ଏକ ସହଜ ରେସିପି ହେଉଛି କ୍ୟାରଟ କ୍ୟାପସିକମ ଚିଜ ଟୋଷ୍ଟ (Carrot Capsicum Cheese Toast) । ତେବେ ଆପଣ ବି ଚାହିଁଲେ ଘରେ ଖୁବ ସହଜରେ ତିଆରି କରିପାରିବେ କ୍ୟାରଟ କ୍ୟାପସିକମ ଚିଜ ଟୋଷ୍ଟ । ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ।
Last Updated : Feb 3, 2023, 8:24 PM IST

ABOUT THE AUTHOR

...view details