ଓଡିଶା

odisha

ETV Bharat / videos

Badam Puri: ଦେଖନ୍ତୁ ବାଦାମ ପୁରୀର ପ୍ରସ୍ତୁତ ପ୍ରଣାଳୀ - ବାଦାମ ପୁରୀ

By

Published : Jul 6, 2022, 9:59 AM IST

Updated : Feb 3, 2023, 8:24 PM IST

ହାଇଦ୍ରାବାଦ: ସମସ୍ତେ ନିଜ ନିଜ ଘରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବାକୁ ପସନ୍ଦ କରନ୍ତି । ବିଶେଷ କରି ଭଲ ଭଲ ଦିନ ଆସିଲେ ସ୍ବାଦିଷ୍ଚ ଖାଇବାକୁ ଇଚ୍ଛା ହୋଇଥାଏ । ତେବେ ଆପଣ ବି ଚାହିଁଲେ ଘରେ ଖୁବ ସହଜରେ ତିଆରି କରିପାରିବେ ବାଦାମ ପୁରୀ । ତେବେ ବାଦାମ ପୁରୀ ବନେଇବା ପାଇଁ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ।
Last Updated : Feb 3, 2023, 8:24 PM IST

ABOUT THE AUTHOR

...view details