ଆନ୍ଧ୍ରପ୍ରଦେଶର ପପୁଲାର ସ୍ନାକ୍ସ ‘ପେସାରଟୁ’ - ପେସାରଟୁ ସ୍ବାସ୍ଥ୍ୟ ପାଇଁ ବେଶ ଉପଯୋଗୀ ଖାଦ୍ୟ
ପେସାରଟୁ କେବଳ ପ୍ରସ୍ତୁତ କରିବା ସହଜ ନୁହେଁ ବରଂ ଅତ୍ୟଧିକ ପୁଷ୍ଟିକର ମଧ୍ୟ । ଏହି ଦୋସା ତିଆରି କରିବା ପାଇଁ ପୁରା ବିରି ବ୍ୟବହାର କରୁଛୁ । ବିରି କୋଲେଷ୍ଟେରଲ୍ କମ୍ କରିଥାଏ । ଏହା ଶରୀରର ଡିଟକ୍ସଫିକେସନ୍ ଓ କ୍ରୋନିକ୍ ରୋଗରୁ ମୁକ୍ତି ପାଇବାରେ ସାହାଯ୍ୟ କରେ ।