ଓଡିଶା

odisha

ETV Bharat / videos

Tulsi Vivah 2022: ଗୋଧୂଳି ଧାମରେ ଜଳିଲା 5 ଲକ୍ଷ ଦୀପ

By

Published : Nov 5, 2022, 10:59 PM IST

Updated : Feb 3, 2023, 8:31 PM IST

ବାରଣାସୀ: ପୌରାଣିକ ମାନ୍ୟତା ଅନୁସାରେ କାର୍ତ୍ତିକ ଶୁକ୍ଲ ପକ୍ଷ ଏକାଦଶୀ ତିଥିରେ ଭଗବାନ ବିଷ୍ଣୁ ଶୟନରୁ ଉଠିଥାନ୍ତି । ଭଗବାନ ବିଷ୍ଣୁ ନିଦ୍ରାରୁ ଉଠିବା ପରେ ଆରମ୍ଭ ହୋଇଥିବା ସମସ୍ତ ପ୍ରକାରର ଶୁଭ ମାଙ୍ଗଳିକ କାର୍ଯ୍ୟ । ଭଗବାନ ବିଷ୍ଣୁ ନିଦ୍ରାରୁ ଉଠିବା ପରେ ତୁଳସୀ ବିବାହ ସମ୍ପନ୍ନ କରାଯାଇଥାଏ । ଚଳିତ ବର୍ଷ ଆଜି (ଶନିବାର) ଏହି ଏହି ତୁଳସୀ ବିବାହ ଅନୁଷ୍ଠିତ ହେଉଛି । ଏହି ତୁଳସୀ ବିବାହ ଅବସରରେ ଉତ୍ତର ପ୍ରଦେଶ ବାରଣାସୀ ଗୋଧୁଳୀ ଧାମରେ ଏକକାଳୀନ 5 ଲକ୍ଷ ଦୀପ ଲଗାଯାଇଛି ।
Last Updated : Feb 3, 2023, 8:31 PM IST

ABOUT THE AUTHOR

...view details