ଓଡିଶା

odisha

ETV Bharat / videos

ରାମ୍ପ ଓ୍ୱାକ୍‌ରେ ଠୁମକା ଲଗାଇଲେ ମଲାଇକା, ଭିଡିଓ ଭାଇରାଲ

By

Published : Oct 1, 2022, 5:35 PM IST

Updated : Feb 3, 2023, 8:28 PM IST

ଫ୍ୟାସନ ଡିଜାଇନର୍ ଗୋପୀ ବୈଦଙ୍କ ସୋ’ରେ ମଲାଇକା ଆରୋରାଙ୍କୁ ଦେଖିବାକୁ ମିଳିଥିଲା। ମଲାଇକା ଏହି ସୋ’ର ଷ୍ଟପର୍ ଥିଲେ । ମୁମ୍ବାଇରେ ଆଯୋଜିତ ଏହି ଫ୍ୟାସନ ସୋ’ରେ ମଲାଇକା ହଳଦିଆ ରଙ୍ଗର ପାରମ୍ପାରିକ ଲେହେଙ୍ଗାରେ ରାମ୍ପ ଓ୍ବାକ୍‌ କରିଛନ୍ତି । ମଲାଇକା କେବଳ ରାମ୍ପରେ ଚାଲିନଥିଲେ ବରଂ ଡ୍ୟାନ୍ସ ମାଧ୍ୟମରେ ତାଙ୍କର ଜଲଓ୍ବା ଦେଖାଇଛନ୍ତି ।
Last Updated : Feb 3, 2023, 8:28 PM IST

ABOUT THE AUTHOR

...view details