Hockey World Cup: ନଡିଆ ଖୋଳପା ଓ ଖାଦ୍ୟଶସ୍ୟରେ ବିର୍ସାମୁଣ୍ଡା ଷ୍ଟାଡିୟମ
ବ୍ରହ୍ମପୁର: ଆସନ୍ତାକାଲିଠାରୁ ଆରମ୍ଭ ହେବ ହକି ବିଶ୍ବକପ । ଏନେଇ ସବୁଠି ପ୍ରସ୍ତୁତି ଜୋରସୋରରେ ଚାଲିଛି । ପ୍ରଶାସନଠାରୁ ଆରମ୍ଭ କରି ଜନସାଧାରଣ କ୍ରୀଡ଼ାପ୍ରେମୀଙ୍କ ମନରେ ହକି ବିଶ୍ବକପକୁ ନେଇ ଉତ୍କଣ୍ଠା ଦେଖା ଦେଇଛି । ଏହି ଅବସରରେ ନଡିଆ ଖୋଳପା ଓ ଖାଦ୍ୟଶସ୍ୟରେ ବିର୍ସାମୁଣ୍ଡା ଷ୍ଟାଡିୟମ ପ୍ରସ୍ତୁତ କରିଛନ୍ତି ହରିଗୋବିନ୍ଦ । ଏନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମର ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ । ଇଟିଭି ଭାରତ, ବ୍ରହ୍ମପୁର
Last Updated : Feb 3, 2023, 8:38 PM IST