ଓଡିଶା

odisha

By

Published : Feb 17, 2022, 9:27 PM IST

Updated : Feb 3, 2023, 8:17 PM IST

ETV Bharat / videos

Panchayat Election: ତାଳକାଣୀ ପଞ୍ଚାୟତରେ ଘରକୁ ଘର ବୁଲି ପ୍ରଚାର

ନୟାଗଡ଼: ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗାଁରେ ଜମିଛି ପ୍ରଚାର ଭିଡ଼ l ଲୋକଙ୍କୁ ପୁଳାପୁଳା ପ୍ରତିଶୃତି ଦେବାରେ ଲାଗି ପଡ଼ିଛନ୍ତି ନେତାଏ l ନୟାଗଡ଼ ଜିଲ୍ଲା ତାଳକାଣୀ ପଞ୍ଚାୟତରେ ନିର୍ବାଚନ ପ୍ରଚାରପ୍ରସାର ଜୋରଦାର ଚାଲିଛି l ସେହିପରି ୫ବର୍ଷରେ ଭୋଟରଙ୍କୁ ସୁଯୋଗ ମିଳିଥିବାରୁ ପ୍ରାର୍ଥୀ ମାନଙ୍କୁ କଡ଼ା ପ୍ରଶ୍ନ ପଚରାଉଛନ୍ତି ଭୋଟର l ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି l ସମିତି ସଭ୍ୟା ପ୍ରାର୍ଥୀ ସସ୍ମିତା ପଟ୍ଟନାୟକ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ମାଗୁଛନ୍ତି l ପଞ୍ଚାୟତର ସମସ୍ୟା ସମାଧାନ ପାଇଁ ଲୋକଙ୍କୁ ପ୍ରତିଶୃତି ଦେଉଛନ୍ତି lନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

...view details