ଓଡିଶା

odisha

By

Published : Mar 21, 2022, 1:12 PM IST

Updated : Feb 3, 2023, 8:20 PM IST

ETV Bharat / videos

କୋରାପୁଟ ଗସ୍ତରେ ପୋଲିସ ଡିଜି, କଲେ ସମୀକ୍ଷା ବୈଠକ

କୋରାପୁଟ: ପୋଲିସ ମହାନିର୍ଦେଶକ ସୁନୀଲ ବଂଶଲଙ୍କ କୋରାପୁଟ ଗସ୍ତ । ସୁନିଲ କୁମାର ବଂଶଲ୍ ଆଜି କୋରାପୁଟ ଗସ୍ତକରି OSAP ତୃତୀୟ ବାଟାଲିୟନ ସହିତ SOG ଓ ପୋଲିସ ରିଜର୍ଭ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜିଙ୍କ ସଭାଗୃହ ଠାରେ ନିର୍ବାଚନୀ ସମୀକ୍ଷା, ମାଓ ଅପେରସନ ଓ ଆଇନ ଶୃଙ୍ଖଳା ଉପରେ ସମୀକ୍ଷା କରିଥିଲେ । ବଂଶଲଙ୍କ ଗସ୍ତ ସମୟରେ ସ୍ପେଶାଲ ଡିଜି ଏମ କେ ଛାବ୍ରା, ଗୁଇନ୍ଦା ନିର୍ଦେଶକ ଲଳିତ ଦାଶ, ଆଇଜି ଅପରେସନ ଅମିତାଭ ଠାକୁର, SIW IG ଅନିରୁଦ୍ଧ ସିଂ ଏବଂ ବିଏସଏଫ ଆଇଜି ପ୍ରମୁଖ ଉପସ୍ଥିତ ଥିଲେ । କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details