ଓଡିଶା

odisha

ETV Bharat / videos

ପୌର ଫାଇଟ: ବସ୍ତି ବାସିନ୍ଦା ପୌର ନିର୍ବାଚ଼ନରେ ଦେବେ ଉଚିତ ଜବାବ - କଟକ ପୌର ନିର୍ବାଚନ ପ୍ରଚାର

By

Published : Mar 15, 2022, 5:38 PM IST

Updated : Feb 3, 2023, 8:19 PM IST

କଟକ: ପୌର ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ପୌର ଫାଇଟ ପାଇଁ ପ୍ରାର୍ଥୀ ଏବେ ରାଜ ରାସ୍ତା ରେ ମାଗୁଛନ୍ତି ଭୋଟ । ତେବେ ଏହାରି ମଧ୍ୟରେ ବସ୍ତି ମୁଁହା ହୋଇ ସମସ୍ତ ପାର୍ଥୀ ଡୋର ଟୁ ଡୋର କରୁଛନ୍ତି ପ୍ରଚାର । ଏହି ପ୍ରସଙ୍ଗରେ ମୁଁହ ଖୋଲିଛି ବସ୍ତି ବାସିନ୍ଦା ମିଳିତ ମଞ୍ଚ । ଯେବେ ନିର୍ବାଚ଼ନ ଆସେ ସେତେବେଳେ ନେତାଙ୍କ ମନେ ପଡେ ବସ୍ତି ବାସୀନ୍ଧାଙ୍କ କଥା । କିନ୍ତୁ ନିର୍ବାଚନ ସରିଲେ ତୁ କିଏ ନାଁ ମୁଁ କିଏ ବୋଲି କହିଛନ୍ତି ଲୋକେ । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ
Last Updated : Feb 3, 2023, 8:19 PM IST

ABOUT THE AUTHOR

...view details