ଓଡିଶା

odisha

ETV Bharat / videos

Watch Video: Lok Sabhaରେ ରେଳମନ୍ତ୍ରୀଙ୍କୁ ପ୍ରଶଂସା କଲେ କଟକ ସାଂସଦ

By

Published : Mar 15, 2022, 10:47 PM IST

Updated : Feb 3, 2023, 8:19 PM IST

ନୂଆଦିଲ୍ଲୀ: ସଂସଦ ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ଆଜି (ମଙ୍ଗଳବାର) ଥିଲା ଦ୍ବିତୀୟ ଦିନ । ଲୋକସଭାରେ ଆଜି ରେଳ ବଜେଟକୁ ନେଇ ଆଲୋଚନା ଆରମ୍ଭ ହୋଇଥିବା ବେଳେ ଏହା ଅସମାପ୍ତ ରହିଛି । ତେବେ ରେଳ ବଜେଟ ଆଲୋଚନାରେ ଭାଗ ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରଶଂସା କରିବା ସହ କେବଳ ବିକାଶ ପାଇଁ ରାଜ୍ୟରେ ଡବଲ ଇଞ୍ଜିନ କାମ କରୁଛି କହିଥିଲେ । ଅର୍ଥାତ ଆମେ ବିକାଶ ପାଇଁ ଏକାଠି ମିଳିତ ଭାବେ କାମ କରୁଥିବା କହିଥିଲେ ଭର୍ତ୍ତୃହରି । ଦେଖନ୍ତୁ ଭର୍ତ୍ତୃହରି ଆଉ କଣ କହିଛନ୍ତି ।
Last Updated : Feb 3, 2023, 8:19 PM IST

ABOUT THE AUTHOR

...view details