ଓଡିଶା

odisha

ETV Bharat / videos

Good Video: ଶିଙ୍ଗରେ ଟ୍ୟାପ ଖୋଲି ପାଣି ପିଇଲା ଗାଈ - ଶିଙ୍ଗରେ ଟ୍ୟାବ ଖୋଲି ପାଣି ପିଇଲା ଗାଈ

By

Published : Mar 31, 2022, 8:46 PM IST

Updated : Feb 3, 2023, 8:21 PM IST

ଚେନ୍ନାଇ : ନିଜ ଶିଙ୍ଗରେ ପାଣି ଟ୍ୟାପ ଖୋଲି ତୃଷ୍ଣା ମେଣ୍ଟାଉଛି ଗାଈ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର ମଦୁରାଇରେ । ଦେଖନ୍ତୁ କିଭଳି ଭାବରେ ଏକ ଗାଈ ନିଜର ଶୋଷ ମେଣ୍ଚାଇବା ପାଇଁ ନିଜର ଉପସ୍ଥିତ ବୁଦ୍ଧିକୁ ପ୍ରୟୋଗ କରିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:21 PM IST

ABOUT THE AUTHOR

...view details