ଓଡିଶା

odisha

By

Published : Mar 7, 2022, 10:45 PM IST

Updated : Feb 3, 2023, 8:18 PM IST

ETV Bharat / videos

ମୈଳିକ ସମସ୍ୟାର ସମାଧାନ ରହିବ ପ୍ରାଥମିକତା: କଂଗ୍ରେସ ପ୍ରାର୍ଥିନୀ

ବ୍ରହ୍ମପୁର: ବ୍ରହ୍ମପୁର ସହରର ମୈଳିକ ସମସ୍ୟାର ସମାଧାନ ରହିବ ମୋର ପ୍ରାଥମିକତା । ସହରର ଅନେକ ସମସ୍ୟା ରହିଛି ହେଲେ ଏହାକୁ ନେଇ ଅନେକ ଯୋଜନା ରହିଥିବା କହିଛନ୍ତି ବ୍ରହ୍ମପୁର ସହର କଂଗ୍ରେସ ଦଳରୁ ମେୟର ପ୍ରାର୍ଥିନୀ ହୋଇଥିବା ମଞ୍ଜୁ ରଥ । ସହରର ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଧର୍ମପତ୍ନୀ ମଞ୍ଜୁ ରଥ ସହରର ଅନେକ ମହିଳା ସଙ୍ଗଠନ ସହିତ ସାମିଲ ରହିଥିବା ବେଳେ ସେ ଚଳିତ ନିର୍ବାଚନ ପ୍ରାର୍ଥନୀ ହୋଇଥିବା ଯୋଗୁଁ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Last Updated : Feb 3, 2023, 8:18 PM IST

ABOUT THE AUTHOR

...view details