ଓଡିଶା

odisha

By

Published : Mar 22, 2022, 7:30 PM IST

Updated : Feb 3, 2023, 8:20 PM IST

ETV Bharat / videos

Election Campaign: ଦିଗପହଣ୍ଡି NACରେ କଂଗ୍ରେସ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି NACରେ କଂଗ୍ରେସ ଦଳୀୟ ପ୍ରାର୍ଥୀଙ୍କ ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କ ଚାଲିଛି ଜୋରଦାର ପ୍ରଚାର । ଦୀର୍ଘବର୍ଷ ଧରି ଦିଗପହଣ୍ଡିରେ ରହିଥିବା ସମସ୍ୟା ଓ ତାର ସମାଧାନ କରିବା ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ସହ ସ୍ବାସ୍ଥ୍ୟ ଓ ଆଇନଶୃଙ୍ଖଳା ଅବସ୍ଥାରେ ବିପର୍ଯ୍ୟସ୍ତକୁ ମୁଦ୍ଦା କରି ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରଚାର କରିଛି ଦଳ । ଏହି ଅବସରରେ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
Last Updated : Feb 3, 2023, 8:20 PM IST

ABOUT THE AUTHOR

...view details