ଓଡିଶା

odisha

ETV Bharat / videos

ଜାଇକା ଯନ୍ତ୍ରଣାରୁ କେବେ ମୁକ୍ତି ପାଇବେ କଟକବାସୀ ? - ଜାଇକା ଯନ୍ତ୍ରଣାରୁ କେବେ ମୁକ୍ତି

By

Published : Jan 22, 2020, 10:55 PM IST

କଟକ: ସହରର ଡ୍ରେନେଜ ଓ ସ୍ବରେଜ ବ୍ୟବସ୍ଥାକୁ ନୂଆ ରୂପ ଦେବା ପାଇଁ 2013ରୁ ଆରମ୍ଭ ହୋଇଥିଲା ଜାଇକା ପ୍ରକଳ୍ପ। ବ୍ୟୟ ବରାଦ ଥିଲା 800 କୋଟି। ହେଲେ ଏବେ ଏହାର ଅଟକଳ ଆସି ପହଞ୍ଚିଲାଣି 3000 କୋଟିରେ। ବିତିଗଲାଣି 7 ବର୍ଷ। ମାତ୍ର କେବେ ସରିବ ଏହାର କାମ, କାହାରି ପାଖରେ ନାହିଁ ଉତ୍ତର। ଦେଖନ୍ତୁ ସମ୍ପୂର୍ଣ୍ଣ ଖବର...

ABOUT THE AUTHOR

...view details