ଦଶମ ଦିନରେ ଭୁବନେଶ୍ବରର ଲକ୍ଡାଉନ୍, ଦେଖନ୍ତୁ କିପରି ରହିଛି ସ୍ଥିତି... - lockdown in bhubaneswar
ଭୁବନେଶ୍ବର: ରାଜଧାନୀରେ ବଢୁଥିବା କୋରୋନା ସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ 14 ଦିନିଆ ଲକଡାଉନ ଘୋଷଣା କରିଛି । ତେବେ ତାହାର ଆଜି ଦଶମ ଦିନ ଥିବାବେଳେ କିପରି ରହିଛି ସ୍ଥିତି, ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ସଞ୍ଜୀବ ରାୟ ।