କଟକ ସଟଡାଉନ: ଦେଖନ୍ତୁ କିପରି ରହିଛି ସ୍ଥିତି
କଟକ: କଟକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନର ଚିନ୍ତା ବଢିଛି । ଫଳରେ ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ଜିଲ୍ଲାକୁ ସପ୍ତାହର ଶେଷ ଦୁଇଦିନ ସଟ୍ଡାଉନ୍ ଘୋଷଣା କରାଯାଇଛି । ତେବେ ସଟ୍ଡାଉନ୍ରେ କିପରି ରହିଛି କଟକର ସ୍ଥିତି, ସେ ନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ପ୍ରଭୁକଲ୍ୟାଣ ପାଲ ।