ଓଡିଶା

odisha

ଲକ୍‌ଡାଉନ୍‌କୁ 16 ଦିନ, ଦେଖନ୍ତୁ କଟକରେ କିଭଳି ରହିଛି ସ୍ଥିତି...

By

Published : Apr 9, 2020, 8:24 PM IST

କଟକ: ବଢିଲା ଲକ୍‌ଡାଉନ୍‌ର ଅବଧି। ଅପ୍ରେଲ 30 ପର୍ଯ୍ୟନ୍ତ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସେପଟେ ଲକ୍‌ଡାଉନ୍‌ ଚାଲିଥିବା ସମୟରେ କିଛି କିଛି ସ୍ଥାନରେ ନିୟମକୁ ଉଲଙ୍ଘନ କରି ବିଭିନ୍ନ ଆଳ ଦେଖାଇ ବାହାରେ ଲୋକେ ବୁଲୁଥିବା ଦେଖିବାକୁ ମିଳୁଛି । ତେବେ ଲକ୍‌ଡାଉନ୍‌ ସମୟରେ କଟକର ସ୍ଥିତି ଏବେ କଣ ରହିଛି ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ସମ୍ବାଦଦାତା ପ୍ରଭୁ କଲ୍ୟାଣ ପାଲ ।

ABOUT THE AUTHOR

...view details