ଓଡିଶା

odisha

ETV Bharat / videos

ମଇଳାରେ ଭର୍ତ୍ତି ମହାନଦୀ, ବିଷାକ୍ତ ହେଉଛି କାଠଯୋଡି - ମହାନଦୀ

By

Published : Feb 4, 2020, 8:12 PM IST

କଟକ ସହରର ମଇଳା ପାଣି ଖାନନଗର ଓ ପେଟାନାଳ ଦେଇ କାଠଯୋଡ଼ିକୁ ଏବଂ ତାଳଦଣ୍ଡା ଓ କାଳିଆବୁଦା କେନାଲ ଦେଇ ମହାନଦୀରେ ମିଶୁଛି । ମାତ୍ର ଗୁରୁତ୍ବପୂର୍ଣ୍ଣ କଥା ହେଉଛି NGT ଗାଇଡ଼ଲାଇନର ଖୁଲମଖୁଲା ଉଲ୍ଲଙ୍ଘନ କରାଯାଇ ନଦୀରେ ମିଶୁଛି ଦୂଷିତ ଜଳ ।

ABOUT THE AUTHOR

...view details