ଓଡିଶା

odisha

ETV Bharat / videos

ତାତିରୁ ମୁକ୍ତି, ଦକ୍ଷିଣ ଓଡିଶାରେ ଘୁର୍ଣ୍ଣିଝଡ ଓ ବଜ୍ରପାତ ଆଶଙ୍କା

By

Published : Mar 28, 2019, 7:21 PM IST

ଭୁବନେଶ୍ବର: ଆଜି ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଓଡିଶାରେ ବଜ୍ରପାତ ହେବାର ଆଶଙ୍କା ରହିଛି । ସେହିପରି ଗଞ୍ଜାମ ଓ ଗଜପତିରେ ଝଡ଼ତୋଫାନ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

ABOUT THE AUTHOR

...view details