ଓଡିଶା

odisha

By

Published : Dec 16, 2020, 10:32 AM IST

ETV Bharat / videos

ସ୍ବଚ୍ଛ ସର୍ବେକ୍ଷଣରେ ସହଯୋଗ କରିବାକୁ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ବାର୍ତ୍ତା

ବ୍ରହ୍ମପୁର: ସ୍ବଚ୍ଛ ସର୍ବେକ୍ଷଣକୁ ନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଭଳି ସମୟରେ ସାଧାରଣ ଜନତା ଓ ସହରବାସୀଙ୍କ ସହଯୋଗ ପାଇଁ ଆହ୍ବାନ କରି ବାର୍ତ୍ତା ଦେଇଛନ୍ତି ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ନିଗମର କମିଶନର । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details